ଉପମା ବଦଳରେ ‘ବିରିୟାନୀ’ ଓ ‘ଚିକେନ୍ ଫ୍ରାଏ’ ମାଗିଲା ଅଙ୍ଗନବାଡ଼ି ଶିଶୁ, ଏବେ କେରଳ ସରକାର ବଦଳାଇବେ ମେନ୍ୟୁ
ଉପମା ବଦଳରେ ଚିକେନ୍ ଫ୍ରାଏ ମାଗି ଏବେ ଚର୍ଚ୍ଚାକୁ ଆସିଛି ଜଣେ ଅଙ୍ଗନବାଡ଼ି ଶିଶୁ । କୁନି ପିଲାଟି ବିରିୟାନୀ ଓ ଚିକେନ୍ ଫ୍ରାଏ ଦେବାକୁ ଦାବି କରିଛି । ତା’ର ଏହି ନିରୀହ କଥା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ବର୍ତ୍ତମାନ ଏହା ଉପରେ ରାଜ୍ୟ ସରକାର ମଧ୍ୟ ଧ୍ୟାନ ଦେବା ସହ ମେନ୍ୟୁ…