Below header
Browsing Tag

kerala sabarimala

ଏହି ମନ୍ଦିରକୁ ଯିବା ପାଇଁ ହେଲେ କରିବାକୁ ପଡ଼େ ୧୪ ଦିନର ଉପବାସ , ମାନିବାକୁ ପଡେ କଡ଼ା ନିୟମ

ଏ ଦେଶ ହେଉଛି ପୁଣ୍ୟ ଭୂମିର ଦେଶ। ଏଠାରେ ଭଗବାନଙ୍କ ମନ୍ଦିର ଅସଂଖ୍ୟ ଭାବେ ରହିଛି। ଯାହାର ସଠିକ ଗଣନା କରିବା ଅସମ୍ଭବଭାରତରେ ଏପରି ଅନେକ ମନ୍ଦିର ଅଛି ଯେଉଁଠାରେ ବିଭିନ୍ନ ପ୍ରକାରର ଦେବା ଦେବୀଙ୍କୁ ପୂଜା କରାଯାଏ ଆମ ଦେଶରେ ଅନେକ ମନ୍ଦିର ଅଛି ଯେଉଁଠି ପ୍ରତି ଲୋକଙ୍କ ଆସ୍ଥା ଅତୁଟ…

ଆଜିଠୁ ସାବରୀମାଳା ଶୁଣାଣି: ବିଚାର କରିବେ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ, ଦାୟର ହୋଇଛି ଏକାଧିକ ରିଭ୍ୟୁ ପିଟିସନ୍‌

ନୂଆଦିଲ୍ଲୀ: ଆଜି ଠାରୁ ଆରମ୍ଭ ହେବ ସାବରୀମାଳା ଶୁଣାଣି । କେରଳ ସାବରୀମାଳା ମନ୍ଦିରରେ ମହିଳା ପ୍ରବେଶ କରିପାରିବେ ବୋଲି ୨୦୧୮ରେ ଐତିହାସିକ ରାୟ ଦେଇଥିଲେ ସୁପ୍ରିମକୋର୍ଟ । ଏହି ରାୟକୁ ଜୋରଦାର ବିରୋଧ କରାଯାଇଥିଲା । ବିଭିନ୍ନ ଧାର୍ମିକ ସଂଗଠନ, ସାମଜିକ ସଂଗଠନ ଓ ରାଜନୈତିକ ଦଳ ଏହାକୁ…

ଆସନ୍ତା ୧୩ରୁ ସାବରୀମାଳା ଶୁଣାଣି, ବିଚାର କରିବେ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ

କେରଳ: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ସାବରୀମାଳା ମାମଲାର ପୁନଃ ବିଚାର ଆବେଦନର ଶୁଣାଣି । ମାମଲାର ପୁନଃବିଚାର ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା । ଗତ ନଭେମ୍ବରରେ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରି ୭ ଜଣିଆ ଖଣ୍ଡପୀଠକୁ ପଠାଇ ଦେଇଥିଲେ ।…

ଆଜି ଖୋଲିବ କେରଳର ସାବରିମାଳା ମନ୍ଦିର, କୌଣସି ମହିଳାଙ୍କୁ ସୁରକ୍ଷା ଦିଆଯିବନାହିଁ ବୋଲି କହିଛି ଦେବସୋମ ବୋର୍ଡ

କେରଳ:ଆଜି ଖୋଲିବ କେରଳର ସାବରିମାଳା ମନ୍ଦିର । ହେଲେ ଦେବସୋମ ବୋର୍ଡ କହିଛି, ମନ୍ଦିର ଭିତରକୁ ଯିବା ବେଳେ କୌଣସି ମହିଳାଙ୍କୁ ସୁରକ୍ଷା ଦିଆଯିବ ନାହିଁ । କୌଣସି ମହିଳା ପୋଲିସ ସୁରକ୍ଷା ଚାହିଁଲେ, ସୁପ୍ରିମକୋର୍ଟଙ୍କଠାରୁ ଅନୁମତି ଆଣନ୍ତୁ ବୋଲି କୁହାଯାଇଛି । ଗୁରୁବାର ମନ୍ଦିରକୁ ସବୁ ବୟସର…

ସାବରିମାଲା ମନ୍ଦିରରେ ମହିଳା ଭକ୍ତଙ୍କ ପ୍ରବେଶ ବିବାଦ, ଆଜି ୧୨ଘଣ୍ଟିଆ ବନ୍ଦ ଡାକରା

କେରଳ(କେନ୍ଯୁଜ୍) : କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିରରେ ମହିଳା ଭକ୍ତଙ୍କ ପ୍ରବେଶ ନେଇ ବିବାଦ ଥମିବାର ନାଁ ନେଉନି । ସାବରିମାଲା ସଂରକ୍ଷଣ ସମିତି ପକ୍ଷରୁ ଆଜି ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଆଜି ପୁଣି ମନ୍ଦିର ଖୋଲିବା ପରେ ମହିଳାମାନେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ।…