Below header
Browsing Tag

kerosene oil seized

ପିଡିଏସ କିରୋସିନ ବାଟମାରଣା, ନାଲିଆ ମିଶାଣ ଚିହ୍ନ ଗାଡିରେ ଚୋରା ଚାଲାଣ ହେଉଥିବା ବେଳେ ମାଡି ବସିଲା ପୋଲିସ

ଉଦଳା(କେନ୍ୟୁଜ୍): କିରୋସିନ ଚୋରା କାରବାରର ନୂଆ ତରିକା ଆପଣେଇଛନ୍ତି ଚୋରା ବ୍ୟବସାୟୀ। ଗାଡିରେ  ନାଲି ମିଶାଣ ଚିହ୍ନ ବା ଡାକ୍ତରୀ ମେଡିସିନି ସିମ୍ବଲ ଆଙ୍କି ହେଉଥିଲ ଚୋରା କିରୋସିନ ଚାଲାଣ। ଶେଷରେ ପୋଲିସ ହାତରେ ଧରା ପଡିଛନ୍ତି ଚୋରା ଚାଲାଣକାରୀ। ଉଦଳା ପୋଲିସ ଆଜି ଭୋର ସମୟରେ ଉଦଳା କଲିଆ…