Browsing Tag

kesar pista icecream

‘କେସର ପିସ୍ତା ଆଇସକ୍ରିମ’ ବନାଇ ଖାଆନ୍ତୁ ଘରେ, ସ୍ଵାଦରେ ଏକଦମ ଜବରଦସ୍ତ

ଆଜି ଆମେ ଆପଣଙ୍କ ପାଇଁ 'କେସର ପିସ୍ତା ଆଇସକ୍ରିମ' ରେସିପି ନେଇ ଆସିଛୁ। ଯାହା ଏହି ଗରମରେ ଆପଣଙ୍କୁ ଥଣ୍ଡା ଥଣ୍ଡା ଅନୁଭବ କରାଇବ। ତାହାଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ। ଆବଶ୍ୟକ ସାମଗ୍ରୀ କଣ୍ଡେସଡ଼ ମିଳ୍କ - ୧ କପ କ୍ଷୀର - ଅଧା କପ ଫ୍ରେଶ ଲହୁଣୀ - ୧ ବଡ ଚାମଚ…