Below header
Browsing Tag

khap panchatat

କଙ୍ଗାରୁକୋର୍ଟର ଶିକାର ହେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଦିବ୍ଯା, ଥାନାରେ ଖାଇଲେ ବିଷ

ଏହି କାହାଣୀ ହେଉଛି ଯୋଧପୁରର ଝିଅ ଦିବ୍ଯା ଚୌଧୁରୀଙ୍କର । ବାପା ମାଙ୍କ ଉପରେ ବୋଝ ହେବାକୁ ଚାହୁଁ ନଥିଲେ ସେ । ପାଠ ପଢି ନିଜ ଗୋଡରେ ଛିଡା ହେବା ଥିଲା ଲକ୍ଷ୍ୟ । ଆଉ ଝିଅ ପାଠ ପଢି ହୋଇଗଲା ଚାଟାର୍ଡ ଆକାଉଣ୍ଟାଣ୍ଟ୍ । ଏହା ଭିତରେ ନିଜ ପାଇଁ ପିଲା ବେଳୁ ଠିକ୍ ହୋଇଥିବା ବିବାହକୁ ଦିବ୍ଯା…