Below header
Browsing Tag

kidney day

କିମ୍‌ସରେ ବିଶ୍ୱ କିଡ଼ନୀ ଦିବସ ପାଳିତ, ସାମିଲ ହେଲେ ୪ ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସହ ଡାକ୍ତର ଏବଂ ହସ୍ପିଟାଲ…

ଭୁବନେଶ୍ୱର(କେନ୍ୟୁଜ): କିଡନୀ (ବୃକ୍‍କ) ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କିଡନୀ ସ୍ୱାସ୍ଥ୍ୟକୁ ଅଣଦେଖା କରିବା ଦ୍ୱାରା ରୋଗ ବୃଦ୍ଧି ପାଇଥାଏ। ସାଂପ୍ରତିକି ପରିସ୍ଥିତିରେ ବଢୁଥିବା କିଡ଼ନୀ ସମ୍ବନ୍ଧୀୟ ରୋଗ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୯ ତାରିଖରେ…

ଆଜି ବିଶ୍ୱ କିଡ୍‌ନୀ ଦିବସ, ଭୁବନେଶ୍ୱରରେ କିମ୍‌ସ ପକ୍ଷରୁ ଆୟୋଜିତ ହୋଇଯାଇଛି ଅନେକ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ବିଶ୍ୱ କିଡ୍‌ନୀ ଦିବସ। କିଡ୍‌ନୀ ରୋଗ ସମ୍ପର୍କରେ ସଚେତନତା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୧୨ତାରିଖରେ ଏହି ଦିବସ ପାଳନ କରାଯାଏ। ଭୁବନେଶ୍ୱରରେ କିମ୍‌ସ ପକ୍ଷରୁ ମଧ୍ୟ ଓ୍ଵାଲର୍ଡ କିଡନୀ ଡେ ପାଳିତ ହୋଇଯାଇଛି। । ଏହି ଅବସରରେ କିମ୍‌ସ୍‌ ପକ୍ଷରୁ ଏକ ରାଲି ବାହାରି ମ୍ୟାଗନେଟ ଛକ…