Below header
Browsing Tag

kiims doctor

ଘରକୁ ଫେରିଲେ କିମ୍‌ସ କୋଭିଡ ହସପିଟାଲର ୧୧୦ ନର୍ସ ଓ ପାରାମେଡିକାଲ ଷ୍ଟାଫ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : କିମ୍‌ସ କୋଭିଡ ହସପିଟାଲରେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ୧୧୦ ଜଣ ନର୍ସ, ପାରାମେଡିକାଲ ଷ୍ଟାଫ ଅନ୍ୟ କର୍ମଚାରୀ ଆଜି ଘରକୁ ଫେରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସେମାନେ ୧୪ ଦିନ କାର୍ଯ୍ୟ କରିବା ପରେ ୧୪ ଦିନ ସଂଗରୋଧରେ ରହିଥିଲେ। ପରେ ସେମାନଙ୍କ…

କିମ୍ସ ଡାକ୍ତରଙ୍କୁ ଅନୁପମ ଜେନାଙ୍କୁ ମିଳିଲା ‘ବେଷ୍ଟ କ୍ଲିନିକାଲ୍ କେସ୍’ ପୁରସ୍କାର

ଭୁବନେଶ୍ବର (କେନ୍ୟୁଜ୍) : କିମ୍ସର ଖାତି ସମ୍ପନ୍ନ ହୃଦ୍ଶଲ୍ୟ ବିଶେଷଜ୍ଞ ଡାକ୍ତର ଅନୁପମ ଜେନାଙ୍କୁ ଶନିବାର କୋରିଆ ହାର୍ଟ ରିଦିମ୍ ସୋସାଇଟି ପକ୍ଷରୁ ବେଷ୍ଟ କ୍ଲିନିକାଲ କେସ୍ ପୁରସ୍କାର ପ୍ରଦାନ କରାଯାଇଛି । ଏକ ବିରଳ ହୃଦ୍ ଅସ୍ତ୍ରୋପଚାର ପାଇଁ ଡାକ୍ତର ଜେନାଙ୍କୁ ଏହି ପୁରସ୍କାର ମିଳିଛି ।…