Below header
Browsing Tag

kitkat chocolate

କିଟକାଟ୍ ଚକଲେଟ ଖୋଳରେ ଜଗନ୍ନାଥଙ୍କ ଫଟୋ: କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେଲା ହିନ୍ଦୁସେନା

କଟକ(କେନ୍ୟୁଜ୍): କିଟକଟ୍ ଚକୋଲେଟ୍ କମ୍ପାନୀ ରାପରରେ ଜଗନ୍ନାଥଙ୍କ ଫଟୋକୁ ନେଇ ବିବାଦ। ଏହି ଫଟକୁ ନେଇ ଆପତ୍ତି ଉଠାଇଛି ହିନ୍ଦୁସେନା। କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଏ ନେଇ ଏକ ଏତଲା ଦେଇଛନ୍ତି ସଂଗଠନର କର୍ମକର୍ତ୍ତା। ଚକଲେଟ ଜରି ରାସ୍ତାଘାଟରେ ଏଣେତେଣେ ପଡ଼ୁଥିବାରୁ ଜଗନ୍ନାଥଙ୍କ ପ୍ରତି…