Browsing Tag

Kolkata fire

କୋଲକାତା ଜୟା ସିନେମା ହଲରେ ଅଗ୍ନିକାଣ୍ଡ, ୨ ଆହତ

କୋଲକାତା(କେନ୍ଯୁଜ୍): କୋଲକାତାରେ ଅଗ୍ନିକାଣ୍ଡ । ଜୟା ସିନେମା ହଲରେ ଲାଗିଲା ନିଆଁ । ନିଆଁ ଲାଗିବାର କାରଣ ଜଣାପଡିନାହିଁ । ନିଆଁ ଲାଗିବା ସମୟରେ ହଲ ଭିତରେ ଥିବା ଦୁଇ ଲୋକ ଆହତ ହୋଇଛନ୍ତି । କୋଲକାତା ଲେକ୍‌ ଟାଉନ୍‌ ଅଞ୍ଚଳରେ ଥିବା ଏକ ବନ୍ଦ ସିନେମା ହଲରେ ନିଆଁ ଲାଗିଥିଲା । ଅଗ୍ନିଶମ…

କୋଲକାତା ଷ୍ଟ୍ରାଣ୍ଡ ରୋଡର ପୂର୍ବ ରେଲୱେ କୋଠାରେ ଭୟାବହ ଅଗ୍ନିକାଣ୍ଡ, ଗଲା ୯ ଜଣଙ୍କ ଜୀବନ

କୋଲକାତା: କୋଲକାତାରେ ଭୟାବହ ଅଗ୍ନିକାଣ୍ଡ । ଷ୍ଟ୍ରାଣ୍ଡ ରୋଡର ପୂର୍ବ ରେଲୱେର କୋଠାର ୧୩ ମହଲାରେ ସଂଧ୍ୟା ପ୍ରାୟ ୬ଟାରେ ନିଆଁ ଲାଗିଥିଲା । ନିଆଁ ଲାଗିବାରୁ ୯ ଜଣଙ୍କ ଜୀବନ ଯାଇଛି । ଅଗ୍ନିଶମ ବିଭାଗର ୧୭ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଫାୟାର ଓ ଏମରଜେନ୍ସି ସର୍ଭିସ୍‌…

ହାୱଡା ପୋଲ ନିକଟସ୍ଥ ଏକ କେମିକାଲ୍‌ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

କୋଲକାତା: ଗତକାଲି ବିଳମ୍ବିତ ରାତିରେ ହାୱଡା ପୋଲ ନିକଟରେ ଥିବା ଗୋଟାଏ କେମିକାଲ୍‌ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ୨୦ଟି ଦମକଳ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା ଜଣାପଡଇଛି । ଜଗନ୍ନାଥ ଘାଟ ନିକଟରେ ଅବସ୍ଥିତ ଉକ୍ତ ଗୋଦାମଟି ବନ୍ଦ ଥିବା ସମୟରେ ନିଆଁ ଲାଗିଥିବା…