Browsing Tag

krushi mahoutsav

ବଢିଲା କାଳିଆ ଯୋଜନା ପଞ୍ଜୀକରଣ ଅବଧି , ଜାନୁଆରୀ ୨୫ରୁ ଫେବୃଆରୀ ୫ତାରିଖ ପର‌୍ୟ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର(କେନ୍ୟୁଜ୍) : ବଢିଲା କାଳିଆ ଯୋଜନା ପଞ୍ଜୀକରଣ ଅବଧି । ଦ୍ୱିତୀୟ ପର‌୍ୟ୍ୟାୟ ପଞ୍ଜୀକରଣ ତାରିଖ ଜାନୁଆରୀ ୨୫ରୁ ଫେବୃଆରୀ ୫ତାରିଖ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଛି। କାଳିଆ ଯୋଜନା ଏକ ଭଲ ଯୋଜନା। ଏହି ଯୋଜନା ଚାଷୀଙ୍କ ପସନ୍ଦ ହୋଇଛି। ଏହାର ଲାଭ ସମସ୍ତ ଚାଷୀ ନେବା ଦରକାର।…