Browsing Tag

labour died due to electric shock

ଯାଜପୁରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଶ୍ରମିକଙ୍କ ମୃତ୍ୟୁ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ବିଦ୍ୟୁତ ତାର ସଂସ୍ପର୍ଶରେ ଶ୍ରମିକଙ୍କ ମୃତ୍ୟୁ । ମୃତ ଶ୍ରମିକ ହେଲେ ଧର୍ମଶାଳା ଥାନା ଦିଗାମ୍ବରପୁର ଗ୍ରାମର ଅନାମ ଖଟୁଆ। ଆଜି ଦେଓଦା ଗ୍ରାମରେ କାମ କରୁଥିବା ସମୟରେ ହଠାତ ବିଦ୍ୟୁତ ତାର ଅନାମଙ୍କ ଉପରେ ଛିଡି ପଡିଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର…

ଭଞ୍ଜନଗର ମୁଦୁଲିପଲ୍ଲୀ ଗାଁରେ ବିଦ୍ୟୁତ୍‌ ତାର ଲାଗି ଜଣେ ଶ୍ରମିକ ମୃତ, ୨ଆହତ

ଗଞ୍ଜାମ(କେନ୍ୟୁଜ୍) : ବିଦ୍ୟୁତ୍‌ ତାର ଲାଗି ଶ୍ରମିକ ମୃତ। ଦୁଇ ଜଣ ଆହତ ହୋଇଛନ୍ତି। ମୃତ ଶ୍ରମିକ ଜିଲୁଣ୍ଡି ଗାଁର ନାରାୟଣ ଗୌଡ। ଦୁଇ ଗୁରୁତରଙ୍କୁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ମୁଦୁଲିପଲ୍ଲୀ ଗାଁରେ ନିର୍ମାଣଧୀନ ପଞ୍ଚାୟତ ଘରଠାରେ ଏହି ଅଘଟଣ…