କର୍ତ୍ତବ୍ଯକୁ ସମ୍ମାନ ଜଣାଇ ଭୁଲିନଥିଲେ ମା’ର ଦାୟିତ୍ବ, ଭିଡିଓ ଭାଇରଲ ପରେ ଏବେ ଆସିଲା ନୋଟିସ
ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ ଭାଇରଲ ହେଉଛି। ଯେଉଁଥିରେ ଚଣ୍ଡୀଗଡର ଏକ ବ୍ଯସ୍ତବହୁତ ରାସ୍ତାରେ ଜଣେ ମହିଳା ଟ୍ରାଫିକ କନେଷ୍ଟବଳ ନିଜର ପିଲାଙ୍କୁ କାନ୍ଧରେ ଧରି ଡ୍ଯୁଟି କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓଟି ଭାଇରଲ ହେବା ପରେ ଉକ୍ତ ମହିଳା କର୍ମଚାରୀଙ୍କୁ ଅନେକ ପ୍ରଶଂସା…