Browsing Tag

lahsun paratha

ଥଣ୍ଡା ଥଣ୍ଡା ପାଗରେ ଘରେ ବନେଇ ଖାଆନ୍ତୁ “ରସୁଣ ପରଠା”, ଛୁ ମନ୍ତର ହେବ ସବୁ ଥଣ୍ଡା ରୋଗ

ଶରୀର ପାଇଁ ରସୁଣ ଖୁବ ଉପକାରୀ । ଶୀତ ଦିନେ ତ ପ୍ରତିଦିନ ୨ ରୁ ୩ ପାଖୁଡା ରସୁଣ ନୁହଟି ଖାଇବା ଦରକାର । ଆମେ ତ ପ୍ରତିଦିନ ସକାଳ କିମ୍ବା ସନ୍ଧ୍ୟା ଜଳଖିଆରେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ । କିନ୍ତୁ ଯଦି ଆପଣ ସକାଳ ଜଳଖିଆରେ ରସୁଣ ପରଠା କରି ଖାଇବେ ତେବେ ଆପଣଙ୍କ ଶରୀର ସୁସ୍ଥ ରହିବ ।…