Below header
Browsing Tag

largest telescope

ବ୍ରହ୍ମାଣ୍ଡର ରହସ୍ୟ ଜାଣିବା ପାଇଁ ଆଉ ପାଦେ ଆଗେଇଲା ନାସା: ୧୫ଲକ୍ଷ କିମି ଦୂରରେ ପହଞ୍ଚିଲା ଟେଲିସ୍କୋପ !

କେନ୍ଯୁଜ୍: ୧୫ଲକ୍ଷ କିମି ଦୂରରେ ପହଞ୍ଚିଲା ଟେଲିସ୍କୋପ। ଶେଷ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା ଜେମସ୍‌ ୱେବ ଟେଲିସ୍କୋପ। ପୃଥିବୀର ସର୍ବବୃହତ ଓ ଶକ୍ତିଶାଳୀ ଟେଲିସ୍କୋପ। ଏହା ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିବା ନାସା ପକ୍ଷରୁ ସୂଚନା ମିଳିଛି। ବ୍ରହ୍ମାଣ୍ଡର ରହସ୍ୟ ଜାଣିବା ପାଇଁ ଆଉ ଏକ ପାଦ ଆଗେଇଛି…