Below header
Browsing Tag

last rite of a goat

ମଣିଷ ପରି ହେଲା ଛେଳିର ଶେଷକୃତ୍ୟ, ନିଃସନ୍ତାନ ଦମ୍ପତିଙ୍କ ଅନନ୍ୟ ଉଦାହରଣ

ମଣିଷ ଭଳି ଗୋଟିଏ ଛେଳିର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସେ ମରିଗଲା ପରେ ତାକୁ ପୋତା ନଯାଇ ଦାହ କରାଯାଇଛି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବୁଢ଼ୀକାପୁଡି ପଞ୍ଚାୟତ ଅନ୍ତର୍ଗତ ତେନ୍ତେଳା ଗାଁ। ଛେଳିଟି ଏହି ଗାଁର । ଏଇଠି ଦେଖିବାକୁ ମିଳିଛି ମଣିଷ ଓ ପଶୁ ଭିତରେ ଥିବା ଅନାବିଳ ସମ୍ପର୍କ ।…