ଶେଷ ଦୁଇ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ, ରାହୁଲ, ପାଣ୍ଡ୍ୟା ଓ ଶାହ ସାମିଲ
ମୁମ୍ବାଇ : ବର୍ତ୍ତମାନ ଚାଲିଥିବା ଟେଷ୍ଟ ସିରିଜ୍ରେ ଉଭୟ ଭାରତ ଓ ଇଂଲଣ୍ଡ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ୧-୧ ସ୍ଥିତିରେ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ବାକି ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳର ଖେଳାଳି ତାଲିକା ଘୋଷଣା ହୋଇଛି । ଦଳକୁ ଆସିଛନ୍ତି ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ,…