Below header
Browsing Tag

laxmi puja at odisha

ଧରାବତରଣ କରିଛନ୍ତି ଧନଦାତ୍ରୀ: କେନ୍ଦ୍ରାପଡ଼ା, ଅନୁଗୁଳ ସମେତ ଢେଙ୍କାନାଳ ସହରରେ ଧୁମଧାମରେ ଚାଲିଛି ଲକ୍ଷ୍ମୀପୂଜା

କେନ୍ୟୁଜ୍: ଧରାବତରଣ କରିଛନ୍ତି ଧନଦାତ୍ରୀ । କେନ୍ଦ୍ରାପଡ଼ା, ଅନୁଗୁଳ ସମେତ ଢେଙ୍କାନାଳ ସହରରେ ବେଶେ ଧୁମଧାମରେ ପାଳିତ ହେଉଛି ଲକ୍ଷ୍ମୀପୂଜା । ଅନୁଗୁଳରୋ ୨୯ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଧନଲକ୍ଷ୍ମୀ । ଚଳିତବର୍ଷ ଜିଲ୍ଲାର କାଞ୍ଚନ ବଜାର ତୋରଣ, ବଜାର ଛକର ଡିଜିଟାଲ ସାଜସଜା,…

ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଉତ୍ସବମୁଖର ସାରା ସହର, ମାଆଙ୍କ ଦର୍ଶନ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼

ଢେଙ୍କାନାଳ(କେନ୍ଯୁଜ୍) : ଧନଧାନ୍ୟ ଓ ଐଶ୍ୱର୍ଯ୍ଯର ଦେବୀ ମାଆ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଉତ୍ସବମୁଖର ପୁରପଲ୍ଲୀ । ଚଳଚଞ୍ଚଳ ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ସହର । ସୁସଜ୍ଜିତ ମଣ୍ଡପରେ ପୂଜା ପାଉଛନ୍ତି ମାଆ ଲକ୍ଷ୍ମୀ । ସୁଉଚ୍ଚ ତୋରଣ ଓ ଆଲୋକ ମାଳାରେ ଝଲସି ଉଠୁଛି । ଢେଙ୍କାନାଳରେ ୩୮ଟି…