ଧରାବତରଣ କରିଛନ୍ତି ଧନଦାତ୍ରୀ: କେନ୍ଦ୍ରାପଡ଼ା, ଅନୁଗୁଳ ସମେତ ଢେଙ୍କାନାଳ ସହରରେ ଧୁମଧାମରେ ଚାଲିଛି ଲକ୍ଷ୍ମୀପୂଜା

କେନ୍ୟୁଜ୍: ଧରାବତରଣ କରିଛନ୍ତି ଧନଦାତ୍ରୀ । କେନ୍ଦ୍ରାପଡ଼ା, ଅନୁଗୁଳ ସମେତ ଢେଙ୍କାନାଳ ସହରରେ ବେଶେ ଧୁମଧାମରେ ପାଳିତ ହେଉଛି ଲକ୍ଷ୍ମୀପୂଜା । ଅନୁଗୁଳରୋ ୨୯ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଧନଲକ୍ଷ୍ମୀ । ଚଳିତବର୍ଷ ଜିଲ୍ଲାର କାଞ୍ଚନ ବଜାର ତୋରଣ, ବଜାର ଛକର ଡିଜିଟାଲ ସାଜସଜା, ହୁଲୁରସିଂହାର ମୂର୍ତ୍ତି ଆନନ୍ଦ ବଜାରର ଆଲୋକ ସଜ୍ଜା ଆକର୍ଷଣୀୟ ପୂଜା ପାଇଁ ରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ପାନୀୟ ଜଳ, ଆଲୋକ, ଟ୍ରାଫିକ୍‌ ବ୍ୟବସ୍ଥାକୁ ଅଧିକ କରିବାକୁ ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ପୂଜା ବେଳେ ବସଷ୍ଟାଣ୍ଡରେ ସେଣ୍ଟ୍ରାଲ ସାଉଣ୍ଡ ସିଷ୍ଟମ, କେନ୍ଦ୍ରୀୟ ପୂଜା କମିଟିର ଅସ୍ଥାୟୀ ଅଫିସ ଓ ପୋଲିସ କଣ୍ଟୋ୍ରଲ ରୁମ୍‌ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.