Browsing Tag

laxmi puja

ଦୀର୍ଘ ୪୯ ବର୍ଷ ଧରି ଚାଲିଛି ମା’ ମହାଲକ୍ଷ୍ମୀଙ୍କ ପୂଜା, ପାଟଣାଗଡ଼ରେ ଜମୁଛି ହଜାର ହଜାର ଭକ୍ତଙ୍କ ସମାଗମ

ମା' ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ପବିତ୍ର ମାର୍ଗଶିର ମାସରେ ଘରେ ଘରେ ପ୍ରତି ଗୁରୁବାରରେ ମା' ମହାଲକ୍ଷ୍ମୀଙ୍କ ପୂଜା କରାଯାଉଥିବା ବେଳେ କିଛି ଯାଗାରେ ଖୁବ ଧୂମଧାମରେ ପାଳନ କରାଯାଇଥାଏ ମହାଲକ୍ଷ୍ମୀ ପୂଜା । ସେହିପରି ପାଟଣାଗଡ଼ ମେହେରପଡାରେ ଦୀର୍ଘ ୪୯ ବର୍ଷରୁ ପାଳନ ହୋଇ ଆସୁଛି…

ଧନଦାତ୍ରୀଙ୍କ ପୂଜା ପାଇଁ ଗାଁ ଠୁ ସହର ହୋଇଛି ଉତ୍ସବ ମୁଖର, ଆଶିଷ ପାଇବା ପାଇଁ ଲାଗିଛି ଭକ୍ତଙ୍କ ଭିଡ଼

ଓଡ଼ିଶା ଏପରି ଏକ ରାଜ୍ୟ ଯେଉଁଠାରେ ପ୍ରତ୍ୟେକ ସମୟରେ କିଛି ନା କିଛି ପୂଜା ଲାଗି ରହିଥାଏ । ଗଣେଶ ପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଆଉ ତା ସାଙ୍ଗକୁ କାଳୀପୂଜା । ପ୍ରତ୍ୟେକ ପୂଜାର ରହିଛି ଭିନ୍ନ ମାହାତ୍ମ୍ୟ । ଲୋକଙ୍କ ବିଶ୍ୱାସ ଓ ପରମ୍ପରାକୁ ନେଇ ପାଳିତ ହୁଏ ଏହି ସବୁ ପୂଜା । ସମସ୍ତ…

ଦୀପାବଳିରେ ମାଆଙ୍କ ପାଖରେ ଲଗାନ୍ତୁ ଏହି ସବୁ ଭୋଗ, ପ୍ରସନ୍ନ ହୋଇ କରିବେ ସବୁ ମନସ୍କାମନା ପୂର୍ଣ୍ଣ

ଧନ କିଏ ବା ନ ଚାହେଁ । ଧନ ପାଇବା ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ଡାକିଥାନ୍ତି । ମାତା ଲକ୍ଷ୍ମୀ ହେଉଛନ୍ତି ଧନ ଦାତ୍ରୀ । ମାତା ଲକ୍ଷ୍ମୀଙ୍କୁ ଧନ ଓ ବୈଭବର ଦେବୀରୂପେ ପୂଜା କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଆର୍ଥକ ସଙ୍କଟକୁ ଦୂର କରିବା ପାଇଁ ଦେବୀ ଲକ୍ଷ୍ମୀଙ୍କ ପୂଜା ଶୁଭ ହୋଇଥାଏ।…

ଧରାବତରଣ କରିଛନ୍ତି ଧନଦାତ୍ରୀ: କେନ୍ଦ୍ରାପଡ଼ା, ଅନୁଗୁଳ ସମେତ ଢେଙ୍କାନାଳ ସହରରେ ଧୁମଧାମରେ ଚାଲିଛି ଲକ୍ଷ୍ମୀପୂଜା

କେନ୍ୟୁଜ୍: ଧରାବତରଣ କରିଛନ୍ତି ଧନଦାତ୍ରୀ । କେନ୍ଦ୍ରାପଡ଼ା, ଅନୁଗୁଳ ସମେତ ଢେଙ୍କାନାଳ ସହରରେ ବେଶେ ଧୁମଧାମରେ ପାଳିତ ହେଉଛି ଲକ୍ଷ୍ମୀପୂଜା । ଅନୁଗୁଳରୋ ୨୯ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଧନଲକ୍ଷ୍ମୀ । ଚଳିତବର୍ଷ ଜିଲ୍ଲାର କାଞ୍ଚନ ବଜାର ତୋରଣ, ବଜାର ଛକର ଡିଜିଟାଲ ସାଜସଜା,…

ଧନ ପ୍ରାପ୍ତି ପାଇଁ ବହୁତ ଖାସ୍‌ ଆସନ୍ତା ୧୪ ମାର୍ଚ୍ଚ, ଏହି ଦିନ ଏହି ସହଜ ଉପାୟ ଦ୍ୱାରା ଖୁବ୍‌ ବର୍ଷିବ ମା…

ସବୁ ସପ୍ତାହ, ମାସ ଏବଂ ବର୍ଷର କିଛି ଦିନ ଏମିତି ଥାଏ ଯାହା ଧର୍ମ-ଜ୍ୟୋତିଷ ଅନୁଯାୟୀ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଏହି ଦିନରେ ଦେବୀ ଦେବତାଙ୍କ ଠାରୁ ନେଇ ଗ୍ରହ ପର୍ଯ୍ୟନ୍ତ କୃପା ବରଷିଥାଏ ଏବଂ ବ୍ୟକ୍ତିଙ୍କୁ ନିଜ ଜୀବନରେ ଥିବା ଅନେକ ସମସ୍ୟାକୁ ଦୂର କରି ସୁଖ-ସମୃଦ୍ଧତ ଆଣିବାର ସୁଯୋଗ…

ସକାଳୁ ଏହି ସବୁ କାମ କଲେ ହୋଇଯିବେ ଲକ୍ଷ୍ମୀଛଡା, ଦୁର୍ଭାଗ୍ୟ ଛାଡିବନି ଆପଣଙ୍କ ହାତ

ଲକ୍ଷ୍ମୀଙ୍କ କୃପା, ଅନୁଗ୍ରହ ବିନା ଜୀବନରେ ଆର୍ଥିକ ଉନ୍ନତି ସମ୍ଭବ ନୁହେଁ। ମା’ ଲକ୍ଷ୍ମୀ ସ୍ୱଭାବରେ ଚଞ୍ଚଳ ହୋଇ ଥାଆନ୍ତି। ଏହି କାରଣରୁ ଲକ୍ଷ୍ମୀ ସବୁବେଳେ ଜଣଙ୍କ ପାଖରେ ହିଁ ରହି ନ ଥାଆନ୍ତି। କୁହାଯାଏ, ଯାହାଙ୍କ ଉପରେ ମା’ ଲକ୍ଷ୍ମୀ ଦୟାଳୁ ଅବା ପ୍ରସନ୍ନ ହୁଅନ୍ତି, ସେମାନଙ୍କ ପାଖରେ…

ଦୀପାବଳି ସଫେଇ କରିବା ବେଳେ ଯଦି ଏସବୁ ଜିନିଷ ପାଉଛନ୍ତି, ତେବେ ବର୍ଷିବ ମହାଲକ୍ଷ୍ମୀଙ୍କ ଆଶୀର୍ବାଦ

କେବଳ ହିନ୍ଦୁ ଧର୍ମରେ ନୁହେଁ, ବରଂ ସବୁ ଧର୍ମରେ ଦୀପାବଳି ପର୍ବ ଖୁବ୍‌ ଆଡ଼ମ୍ବର ସହକାରେ ପାଳିତ ହୋଇଥାଏ। ପ୍ରତିବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ପାଳିତ ହୁଏ ଆଲୋକର ପର୍ବ ଦୀପାବଳି। ଚଳିତବର୍ଷ ୪ ନଭେମ୍ବର, ୨୦୨୧ରେ ଗୁରୁବାର ଦିନ ଦୀପାବଳି ପଡ଼ୁଛି। ମାନ୍ୟତା ରହିଛି ଯେ…

ଆଜି ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା, କୋଭିଡ କଟକଣା ପାଇଁ ମା’ଙ୍କ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

କେନ୍ଦ୍ରାପଡା/ଢେଙ୍କାନାଳ(କେନ୍ଯୁଜ୍): ଆଜି ଧରାବତରଣ କରିବେ ଧନଦାତ୍ରୀ ମା' ଗଜଲକ୍ଷ୍ମୀ। ଆଜି ମା'ଙ୍କ ପୂଜା । କୋଭିଡ କଟକଣା ପାଇଁ ଏଥର ନିରାଡମ୍ବର ଭାବେ ପୂଜା କରାଯାଉଛି। କେନ୍ଦ୍ରାପଡା ସହରର ୬୨ଟି ମଣ୍ଡପରେ ପୂଜା ପାଇବେ ମା' ଲକ୍ଷ୍ମୀ । ସେହିଭଳି ଢେଙ୍କାନାଳରେ ୩୮ଟି ପୂଜା ମଣ୍ଡପରେ…

ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ନିରାଡମ୍ବର ଭାବେ ପାଳନ କରିବାକୁ ମିଳିଲା ଅନୁମତି, ବନ୍ଦ ରହିବ ମାଆଙ୍କ…

ଢେଙ୍କାନାଳ: ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି । କୋଭିଡ ନିୟମ ଅନୁସାରେ ପୂଜା କରିବାକୁ ପ୍ରଶାସନ ଅନୁମତି ଦେଇଛି । ୩୦ରୁ ଆରମ୍ଭ ହୋଇ ୧୧ ଦିନ ଧରି ଚାଲିବ ପୂଜା । ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମାଆ ଲକ୍ଷ୍ମୀ । ସମସ୍ତ ମେଢର…

ସୂର୍ଯ୍ୟୋପରାଗରେ ଘରେ କରନ୍ତୁ ଏହି ପୂଜାବିଧି, ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇ କରିବେ ଧନ ବର୍ଷା

ଆସନ୍ତା ୨୧ ତାରିଖରେ ଭାରତରେ ଦୃଶ୍ୟମାନ ହେବାକୁ ଯାଉଛି ସୂର୍ଯ୍ୟୋପରାଗ। ଏହି ଦିନ କେତେକ ବିଶେଷ କାମ କଲେ ଶୁଭଫଳ ପ୍ରାପ୍ତି ହୁଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି। କୁହାଯାଏ ଯେ ସୂର୍ଯ୍ୟୋପରାଗରେ କେତେକ ସ୍ୱତନ୍ତ୍ର ପୂଜା କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି। ଏହି ପୂଜା ବିଧି…

ଆସନ୍ତା କାଲି କରନ୍ତୁ ମା’ ଲକ୍ଷ୍ମୀଙ୍କ ପୂଜା, ବର୍ଷସାରା ଦେଖାଯିବ ନାହିଁ ଧନ ସମସ୍ୟା

ଆପଣମାନେ ଜାଣିଥିବେ ଆଉ କିଛି ଘଣ୍ଟା ପରେ ନୂଆ ବର୍ଷ ୨୦୨୦ ଆରମ୍ଭ ହେବ। କୁହାଯାତାଏ ଦିନର ଆରମ୍ଭ ଯଦି ଭଲ ହୁଏ ତେବେ ସମ୍ପୂର୍ଣ୍ଣ ଦିନଟି ଭଲରେ କଟିଥାଏ। ଠିକ୍‌ ସେହିଭଳି ଯଦି ବର୍ଷର ପ୍ରଥମ ଦିନ ଭଲରେ କଟିଥାଏ ତେବେ ପୁରା ବର୍ଷ ମଧ୍ୟ ଭଲରେ ବିତିଥାଏ। ନୂଆବର୍ଷର ଆରମ୍ଭରେ ପ୍ରତ୍ୟେକ ବ୍ୟକ୍ତି…

ଭଦ୍ରକ : ମାଆ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଭଦ୍ରକ ମତୋ ଏବେ ଚଳଚଞ୍ଚଳ

ଭଦ୍ରକ (କେନ୍ୟୁଜ୍) : ମାଆ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଭଦ୍ରକ ମତୋ ଏବେ ଚଳଚଞ୍ଚଳ। ମତୋ ସହ ଆଖପାଖ ୧୦ଟି ଗାଁ ଉତ୍ସବମୁଖର। ଗୋଟିଏ ପଟେ ଆକର୍ଷଣୀୟ ସାଜସଜା ଅନ୍ୟପଟେ ମୀନାବଜାରର ଭରପୁର ମଜା ଉଠାଉଛନ୍ତି ହଜାର ହଜାର ଲୋକ। ମାଆଙ୍କ ଦର୍ଶନ ପାଇଁ ଦିନରାତି ଭିଡ଼ ଲାଗୁଛି। ମତୋରେ ଗଜଲକ୍ଷ୍ମୀ ପୂଜା…