Browsing Tag

gajalaxmi puja

ମେଲାଣି ନେଉଛନ୍ତି ମା’ ଗଜଲକ୍ଷ୍ମୀ, ଭଷାଣ ଉତ୍ସବରେ ଦେଖିବାକୁ ମିଳିଲା ଅଲୌକିକ ଦୃଶ୍ୟ

କେନ୍ଦ୍ରାପଡ଼ା: ବିଦାୟ ନେଉଛନ୍ତି ମା’ ଗଜଲକ୍ଷ୍ମୀ । ତଳେ ମା’ଙ୍କ ଭଷାଣ ଉତ୍ସବ ଚାଲିଥିବାବେଳେ ଗଛ ଉପରେ ଜଗି ରହିଛି ଏକ ଧଳା ପେଚା । ଏକଥାକୁ ସହଜରେ ବିଶ୍ବାସ କରି ହେଉନଥିଲେ ବି ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ସହରରେ । ଭଲ କରି ଏ ଦୃଶ୍ୟ ଉପରେ ନଜର ପକାନ୍ତୁ ।…

୧୦ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା’ କମଳା, ଉତ୍ସବମୁଖର  କୁଲାଡ଼ ଗାଁ

ଅନୁଗୁଳ: ବିରାଜିଛନ୍ତି ଧନଦାତ୍ରୀ । ଧୂମାଧାମରେ ଚାଲିଛି ଗଜଲକ୍ଷ୍ମୀ ପୂଜା । ଧନଦାତ୍ରୀଙ୍କ ଆବାହନରେ ଉତ୍ସବମୁଖର ଗାଁଠୁ ସହର । ଅନୁଗୁଳ ସହରରେ ଧୁମଧାମରେ ଯେମିତି ଲକ୍ଷ୍ମୀପୂଜା ଚାଲିଛି, ଠିକ ସେହିଭଳି ଗ୍ରାମାଞ୍ଚଳରେ ମଧ୍ୟ ଲକ୍ଷ୍ମୀପୂଜା ଯାକ ଜକମରେ ଚାଲିଛି । ଜାତି, ଧର୍ମ ନିର୍ବିଶେଷରେ…

ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର, ମୁଖ୍ୟ ଆକର୍ଷଣ ପାଲଟିଛି ମୁରାସୁର ଦରବାର

ସୁବର୍ଣ୍ଣପୁର: ମହାମାୟାଙ୍କୁ ମେଲାଣି ପରେ ଗଜଲକ୍ଷ୍ମୀ ରୂପରେ ଧରାବତରଣ କରିଛନ୍ତି ମା’। ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ସୁବର୍ଣ୍ଣପୁର ସହର । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଠାରେ ଚାଲିଛି ଗଜଲକ୍ଷ୍ମୀ ପୂଜା । ଅନନ୍ତ କ୍ଳବ୍ ଦ୍ଵାରା ଆୟୋଜିତ ଏହି ପୂଜା…

ଅନୁଗୁଳରେ ପୂଜା ପାଉଛନ୍ତି ଜୀବନ୍ତ ମୂର୍ତ୍ତି, ଏକ ଲୟରେ ଚାହିଁ ରହିଛନ୍ତି ଭକ୍ତଙ୍କୁ

ଅନୁଗୁଳ: ପୂଜା ପାଉଛନ୍ତି ଜୀବନ୍ତ ଲକ୍ଷ୍ମୀ । ପୁରା ମା'ଙ୍କ ଠାଣି ଆଉ ମା'ଙ୍କ ଚାହାଣି । ଏକ ନିଆରା ଢଙ୍ଗରେ ଚାଲିଛି ମହାଲକ୍ଷ୍ମୀଙ୍କର ପୂଜା । ମହାଲକ୍ଷ୍ମୀଙ୍କ ମୂର୍ତ୍ତିଗୁଡିକ ବ୍ୟତୀତ ପାର୍ଶ୍ଵ ମୂର୍ତ୍ତିଗୁଡିକ ଜୀବନ୍ତ । ଏହି ପୂଜା ଅନୁଗୁଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ରେଙ୍ଗାଳି…

ଦର୍ଶକଙ୍କୁ ଆକର୍ଷିତ କରୁଛି କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ଆକର୍ଷଣ ପାଲଟିଛି ଚାନ୍ଦି ମେଢ

କେନ୍ଦ୍ରାପଡା: ଜମୁଛି କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଦିନକୁ ଦିନ ପୂଜା ବଜାରରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ । ତେବେ ପୂଜାର ଆକର୍ଷଣ ପାଲଟିଛି  ଚାନ୍ଦି ମେଢ । ବିଭିନ୍ନ ପୂଜାମଣ୍ଡପରେ ଶୋଭା ପାଉଛି ଭଳିକି ଭଳି ଡିଜାଇନ୍‌ର ଆକର୍ଷଣୀୟ ଚାନ୍ଦିମେଢ ଓ ମୁକୁଟ । କେନ୍ଦ୍ରାପଡା…

ଆଜି ଧରାବତରଣ କରିବେ ଧନଦାତ୍ରୀ ମାଆ ଗଜଲକ୍ଷ୍ମୀ, ୩୮ଟି ପୂଜା ମଣ୍ଡପରେ ଚାଲିବ ପୂଜାର୍ଚ୍ଚନା

ଭୁବନେଶ୍ବର:  ମାଆ ଦଶଭୂଜାଙ୍କୁ ବିଦାୟ ପରେ ଆଜି ଧରାବତରଣ କରିବେ ଧନଦାତ୍ରୀ ମାଆ ଗଜଲକ୍ଷ୍ମୀ । ପଦ୍ମହସ୍ତା କମଳାଙ୍କୁ ସ୍ବାଗତ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ ଅନୁଗୁଳ ଓ ଢେଙ୍କାନାଳ ସହର । ୩୮ଟି ପୂଜା ମଣ୍ଡପରେ ଚାଲିବ ମାଆଙ୍କ ପୂଜାର୍ଚ୍ଚନା ।…

ପାଟଣାଗଡ଼ରେ ଲଷ୍ମୀପୂଜା ପାଇଁ କଳସ ଯାତ୍ରା, ସାମିଲ୍ ହେଲେ ୫ଶହରୁ ଅଧିକ ମହିଳା

ପାଟଣାଗଡ଼ : ଧାଡି ବାନ୍ଧି ଯାଉଛନ୍ତି ମହିଳା ମାନେ । ମୁଣ୍ଡରେ କଳସୀ ଧରି ନୂତନ ଶାଢୀ ପରିଧାନ କରି ବାହାରିଛନ୍ତି ମା'ଙ୍କୁ ଆଗମନ କରିବା ପାଇଁ । ଏଦୃଶ୍ୟ ହେଉଛି ବଲାଙ୍ଗିର ଜିଲ୍ଲାର ।ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଲଷ୍ମୀପୂଜା ୫୦ ବର୍ଷରେ ପହଞ୍ଚିଛି । ଏହି ଅବସରରେ ପୂଜାକୁ ଯାକଯମକରେ…

ମା’ ଗଜଲକ୍ଷ୍ମୀଙ୍କ ମେଲାଣି ଉତ୍ସବରେ ଦୁଲୁକିଲା ନବରଙ୍ଗପୁର ଝରିଗାଁ

ଉମରକୋଟ: ହିନ୍ଦୁ ଧର୍ମରେ ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ବିଶ୍ୱାସ କରାଯାଏ ଯେ ଯେଉଁମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ଥାଏ ସମୋନଙ୍କ ଜୀବନରେ କୌଣସି ସମସ୍ୟା ଆସେ ନାହିଁ । ମା’ ଲକ୍ଷ୍ମୀଙ୍କୁ ଧନ, ସୁଖ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ପୂଜା କରାଯାଏ । ତେବେ…

ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ମା’ଗଜଲକ୍ଷ୍ମୀ ପୂଜା, ଜାଣନ୍ତୁ ଏହାର ଇତିହାସ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଏକ ଗଡ଼ଜାତ ଅଞ୍ଚଳ ଏଠି ରାଜା ମହାରାଜା ମାନେ ରାଜୁତି କରୁଥିଲେ ।  ରାଜରାଜୁଡ଼ା ସମୟରୁ ଏହି ଜିଲ୍ଲାରେ ଧନଦାତ୍ରୀ, ଐଶ୍ୱର୍ଯ୍ୟଦାୟୀନି ମା' ଗଜଲକ୍ଷ୍ମୀଙ୍କର ପୂଜା ହୋଇଆସୁଛି । ଏହି ପୂଜା ଅତି ନିଷ୍ଠାର ସହିତ ଓ ପରମ୍ପରା ଅନୁଯାୟୀ ନୀତିକାନ୍ତିରେ ସମ୍ପନ୍ନ…

ବାତ୍ୟା ଦାନା ପାଇଁ ଢେଙ୍କାନାଳ ପ୍ରଶାସନ ସଜାଗ, ପଲ୍ଲିଶ୍ରୀ ମେଳାର ସମସ୍ତ ଷ୍ଟଲ ଓ ଉଠା ଦୋକାନୀ ବନ୍ଦ

ଢେଙ୍କାନାଳ :  ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ପାଇଁ ଲାଗିଥିବା ବଡ ବଡ କପଡା ଗେଟ ଓ ଲାଇଟ୍ ଗେଟ ଖୋଲାଯାଉଛି  ।  ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଉଠା ଦୋକାନୀଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଇ ଦିଆଯାଉଛି  ।  ରାଜ୍ୟ ବାହାରୁ ଆସିଥିବା ଉଠା ଦୋକାନୀଙ୍କୁ ଅର୍ବାନ ସେଣ୍ଟର ହୋମରେ ରଖାଯିବ ।…

ପୂଜାମଣ୍ଡପରେ ମା’ ଗଜଲକ୍ଷ୍ମୀ, ରଙ୍ଗିନ ଆଲୋକମାଳାରେ ଝଲସୁଛି ଢେଙ୍କାନାଳ

ଢେଙ୍କାନାଳ: ବିରାଜିଲେ ଧନଦାତ୍ରୀ ମାଆ ଲକ୍ଷ୍ମୀ । ଢେଙ୍କାନାଳର ବିଭିନ୍ନ ପୂଜାମଣ୍ଡପରେ ବିରାଜିଲେ ମାଆ ଲକ୍ଷ୍ମୀ । ଗଜଲକ୍ଷ୍ମୀ ପୂଜାର ପ୍ରଥମ ଦିନରେ ରାତି ପ୍ରାୟ ୯ଟା ପରେ ମାଙ୍କର ମୃଣୟୀ ପ୍ରତିମା ପରମ୍ପରା ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଲକ୍ଷ୍ମୀପୂଜା…

କୁମାର ପୂର୍ଣ୍ଣିମାରେ ଏହି ଗାଁ ହୋଇଉଠେ ଉତ୍ସବ ମୁଖର: ଦେଖିବାକୁ ମିଳେ କୋଠି ପୂଜା ସହ ପାଳଭୂତର ଆକର୍ଷଣ

ଯାଜପୁର : କୁମାର ପୂର୍ଣ୍ଣିମା ଆସିଲେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ସଦାନନ୍ଦପୁର ଗାଁ ହୋଇ ଉଠେ ଚଳଚଞ୍ଚଳ । ସାତ ଦିନ ପୂର୍ବରୁ ପ୍ରତ୍ୟେକ ନିଜ ନିଜ ଚଉଁରା ମୂଳେ ତିଆରି କରିଥାନ୍ତି କଇଁଫୁଲର କୋଠି । ଆଉ କୁମାର ପୂର୍ଣ୍ଣିମାର ଠିକ୍ ପୂର୍ବରାତ୍ରିରେ କୁମାରୀ ମାନେ ଗାଁର ଅଗଣାରେ ତିଆରି…