Below header
Browsing Tag

leopard skin

୫ କଲରାପତରିଆ ବାଘ ଛାଲ ଜବତ, ୭ ଅଭିଯୁକ୍ତଙ୍କୁ ଗିରଫ

ଗଜପତି : ଅନ୍ତଃରାଜ୍ୟ ବନ୍ୟପ୍ରାଣୀ ଚୋରାକାରବାର କରୁଥିବା ବଡ଼ ରାକେଟର ପର୍ଦ୍ଦାଫାସ। ଧରାପଡ଼ିଲା ଆନ୍ତଃରାଜ୍ୟ ବାଘ ଛାଲ ରାକେଟ । ଗଜପତି ଜିଲ୍ଲାରୁ ୫ କଲରାପତରିଆ ବାଘ ଛାଲ ଜବତ । ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା ଚାଲିଥିବାବେଳେ ୭ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଏନେଇ ସୂଚନା…

ଶିମିଳିପାଳରୁ ଜବତ ହେଲା ବାଘଛାଲ, ଶିକାରୀ ଗିରଫ

ଦେଶରେ ବାଘ ସଂଖ୍ୟା ହ୍ରାସ ପାଉଥିବା ବେଳେ ପୁଣି ଥରେ ଶିମିଳିପାଳରୁ ଜବତ ହୋଇଛି ବାଘଛାଲ । ଗତକାଲି ଶିମିଳିପାଳ ଅଭୟାରଣ୍ୟ ଚନ୍ଦନଚତୁରୀ ବିଟ୍ ନିକଟରୁ ବନ ବିଭାଗ ଓ ପୋଲିସ ମିଳିତ ଚଢାଉ କରି ଏକ କଲରାପତରିଆ ବାଘ ଛାଲ ଜବତ କରିଛି । ଶିକାରୀକୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ…

ବାଘ ଛାଲ ଡିଲ କଲାବେଳେ କ୍ରାଇମ୍‌ବ୍ରାଞ୍ଚ STFର ଚଢାଉ: କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ସମ୍ବଲପୁର/ସୋନପୁର: କ୍ରାଇମବ୍ରାଞ୍ଚ STF କବଜାରେ ବାଘ ଛାଲ ସ୍ମଗଲର। ଗୋଟିଏ କଲରାପତରିଆ ବାଘ ଛାଲ ଜବତ ସହ ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ STF। ସମ୍ବଲପୁର-ସୋନପୁର ସୀମା ଅଞ୍ଚଳରୁ ଜବତ କରଯାଇଛି। ଡିଲ୍‌ ବେଳେ ସୂଚନା ପାଇ STF ପକ୍ଷରୁ ଚଢାଉ କରାଯାଇଥିଲା। ତେବେ ଏହା କେଉଁଠୁ…