ବାଘ ଛାଲ ଡିଲ କଲାବେଳେ କ୍ରାଇମ୍‌ବ୍ରାଞ୍ଚ STFର ଚଢାଉ: କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ସମ୍ବଲପୁର/ସୋନପୁର: କ୍ରାଇମବ୍ରାଞ୍ଚ STF କବଜାରେ ବାଘ ଛାଲ ସ୍ମଗଲର। ଗୋଟିଏ କଲରାପତରିଆ ବାଘ ଛାଲ ଜବତ ସହ ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ STF।

ସମ୍ବଲପୁର-ସୋନପୁର ସୀମା ଅଞ୍ଚଳରୁ ଜବତ କରଯାଇଛି। ଡିଲ୍‌ ବେଳେ ସୂଚନା ପାଇ STF ପକ୍ଷରୁ ଚଢାଉ କରାଯାଇଥିଲା। ତେବେ ଏହା କେଉଁଠୁ ଆସୁଥିଲା କେଉଁଠିକୁ ଚାଲାଣ ହେଉଥିଲା ସେନେଇ ଅଧିକ କୋଲତାଡ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.