Below header
Browsing Tag

leopard skin seized

କଲରାପତରିଆ ବାଘ ଛାଲ ଜବତ, ଦୁଇ ବେପାରି ଗିରଫ

STF କବଜାରେ ବାଘ ଛାଲ ବେପାରି । କଲରାପତରିଆ ବାଘ ଛାଲ ଜବତ । ଦୁଇ ବାଘ ଛାଲ ବେପାରି ଗିରଫଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ STF । ସେମାନେ ହେଲେ ଚକରା ବେନାଲ ଓ ପୂର୍ଣ୍ଣ ଚନ୍ଦ୍ର ବାଗ । କଳାହାଣ୍ଡି ଜିଲ୍ଲା ନର୍ଲା ରେଳ ଷ୍ଟେସନ ନିକଟରେ ଡିଲ ବେଳେ ଦୁଇ ଅଭିଯୁକ୍ତ ଧରାପଡ଼ିଛନ୍ତି । ପୋଲିସ…

କଲରାପତରିଆ ବାଘଛାଲ ଜବତ, ଜଣେ ଗିରଫ

କଲରାପତରିଆ ବାଘଛାଲ ଜବତ । ବିକ୍ରି ପାଇଁ ଡିଲ୍ ବେଳେ ମାଡ଼ିବସିଲା STF । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ରାଣୀପଥର ଗାଁରେ ଡିଲ୍ ବେଳେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ବେଆଇନ କାରବାର ଅଭିଯୋଗରେ ଜଣକୁ ଗିରଫ କରିଛି STF। ଗିରଫ ବ୍ୟକ୍ତି ହେଲେ ଗୌତମ ବେହେରା ।

ଢେଙ୍କାନାଳ କପିଳାସ ଅଭୟାରଣ୍ୟରୁ ବାଘ ଛାଲ ଓ କଟା ମୁଣ୍ଡ ଜବତ, ଶିକ୍ଷକ ଗିରଫ

ଢେଙ୍କାନାଳ : ଶିକ୍ଷକ ନା ଶିକାରୀ । ବନ୍ୟ ଜନ୍ତୁ ଶିକାର କରି ଶିକ୍ଷକ ଗିରଫ । ଢେଙ୍କାନାଳ କପିଳାସ ଅଭୟାରଣ୍ୟରୁ ବାଘ ଛାଲ ଓ କଟା ମୁଣ୍ଡ ଜବତ । ଦୁଇଟି କଲାରାପତରିଆ ବାଘ ଛାଲ ଜବତ ହୋଇଛି । ଏହା ସହ ଗୋଟିଏ ହରିଣ ଛାଲ ଓ ଗୋଟିଏ ହାତୀ ଦାନ୍ତ ମଧ୍ୟ ଜବତ କରାଯାଇଛି । ବାର୍‌ହା ଦାନ୍ତ, ନଖ,…

ବାଘ ଛାଲ ଡିଲ କଲାବେଳେ କ୍ରାଇମ୍‌ବ୍ରାଞ୍ଚ STFର ଚଢାଉ: କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ସମ୍ବଲପୁର/ସୋନପୁର: କ୍ରାଇମବ୍ରାଞ୍ଚ STF କବଜାରେ ବାଘ ଛାଲ ସ୍ମଗଲର। ଗୋଟିଏ କଲରାପତରିଆ ବାଘ ଛାଲ ଜବତ ସହ ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ STF। ସମ୍ବଲପୁର-ସୋନପୁର ସୀମା ଅଞ୍ଚଳରୁ ଜବତ କରଯାଇଛି। ଡିଲ୍‌ ବେଳେ ସୂଚନା ପାଇ STF ପକ୍ଷରୁ ଚଢାଉ କରାଯାଇଥିଲା। ତେବେ ଏହା କେଉଁଠୁ…

ଅସୁରକ୍ଷିତ ଜାତୀୟ ପଶୁ, ନୂଆପଡା ଟିପାଝର ଗାଁରେ ବନ ବିଭାଗ ଚଢ଼ାଉ କରି ଜବତ କଲା ବାଘର କଟା ମୁଣ୍ଡ ଓ ଛାଲ

ନୂଆପଡା(କେନ୍ୟୁଜ୍):  ନୂଆପଡା ଜିଲ୍ଲା ଟିପାଝର ଗାଁରେ ବନ ବିଭାଗର ଚଢ଼ାଉ । ଜଣେ ବ୍ୟକ୍ତିଙ୍କ ଘରୁ ବାଘର କଟା ମୁଣ୍ଡ ଓ କଲରାପତରିଆ ବାଘର ଛାଲ ସମେତ ବାରହା ମାଂସ, ବଜ୍ରକପ୍ତାର କାତୀ ବନ ବିଭାଗ ଜବତ କରିଛି । ଏଥିସହ ବହୁ ମାରଣାସ୍ତ୍ର ଜବତ କରାଯାଇଛି । ଏଥିରେ ତିନି ଜଣଙ୍କୁ ଅଟକ ରଖି ବନ…

ବାଘ ଚମଡ଼ା ଚୋରା ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ୍‌, ୭ ଗିରଫ

ସମ୍ବଲପୁର : ବାଘ ଚମଡ଼ା ଚୋରା ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ୍‌ । ସମ୍ବଲପୁର କୁଚିଣ୍ଡା ଅଞ୍ଚଳରୁ ୪ଟି କଲରାପତରିଆ ବାଘ ଚମଡ଼ାକୁ ଜବତ କରିଛି କ୍ରାଇମବ୍ରାଞ୍ଚ STF । ବାଘ ଚମଡ଼ା କାରବାର ରାକେଟ୍‌ରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ରାକେଟ୍‌ର ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି…