କଲରାପତରିଆ ବାଘଛାଲ ଜବତ, ଜଣେ ଗିରଫ

କଲରାପତରିଆ ବାଘଛାଲ ଜବତ । ବିକ୍ରି ପାଇଁ ଡିଲ୍ ବେଳେ ମାଡ଼ିବସିଲା STF । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ରାଣୀପଥର ଗାଁରେ ଡିଲ୍ ବେଳେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରାଯାଇଛି।

କଲରାପତରିଆ ବାଘଛାଲ ଜବତ । ବିକ୍ରି ପାଇଁ ଡିଲ୍ ବେଳେ ମାଡ଼ିବସିଲା STF । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ରାଣୀପଥର ଗାଁରେ ଡିଲ୍ ବେଳେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ବେଆଇନ କାରବାର ଅଭିଯୋଗରେ ଜଣକୁ ଗିରଫ କରିଛି STF। ଗିରଫ ବ୍ୟକ୍ତି ହେଲେ ଗୌତମ ବେହେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.