Below header

କଲରାପତରିଆ ବାଘ ଛାଲ ଜବତ, ଦୁଇ ବେପାରି ଗିରଫ

STF କବଜାରେ ବାଘ ଛାଲ ବେପାରି । କଲରାପତରିଆ ବାଘ ଛାଲ ଜବତ । ଦୁଇ ବାଘ ଛାଲ ବେପାରି ଗିରଫଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ STF ।

STF କବଜାରେ ବାଘ ଛାଲ ବେପାରି । କଲରାପତରିଆ ବାଘ ଛାଲ ଜବତ । ଦୁଇ ବାଘ ଛାଲ ବେପାରି ଗିରଫଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ STF । ସେମାନେ ହେଲେ ଚକରା ବେନାଲ ଓ ପୂର୍ଣ୍ଣ ଚନ୍ଦ୍ର ବାଗ । କଳାହାଣ୍ଡି ଜିଲ୍ଲା ନର୍ଲା ରେଳ ଷ୍ଟେସନ ନିକଟରେ ଡିଲ ବେଳେ ଦୁଇ ଅଭିଯୁକ୍ତ ଧରାପଡ଼ିଛନ୍ତି । ପୋଲିସ ସହାୟତାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.