Browsing Tag

leslie hylton

ଏ ହେଉଛନ୍ତି ବିଶ୍ବର ଏକମାତ୍ର କ୍ରିକେଟର୍ ଯାହାଙ୍କୁ ଝୁଲାଇ ଦିଆଯାଇଥିଲା ଫାଶୀରେ , କାରଣ ବି ଖୁବ୍ ଆଶ୍ଚର୍ଯ୍ଯଜନକ

କ୍ରିକେଟକୁ ନେଇ ଅନେକ କିମ୍ବଦନ୍ତି ଶୁଣିବାକୁ ମିଳିଛି । ବିଶ୍ୱରେ ଅନେକ କ୍ରିକେଟ୍‌ ଖେଳାଳି ଅଛନ୍ତି ଯାହାଙ୍କୁ ପଡିଆରେ ମାରପିଟ୍‌ କାରଣରୁ ହେଉ ବା ମ୍ୟାଚ୍‌ ଫିକ୍ସିଂ କାରଣରୁ ହେଉ ଜେଲର ପବନ ଖାଇବାକୁ ପଡିଛି । କିନ୍ତୁ କୌଣସି କ୍ରିକେଟରଙ୍କୁ ଫାଶୀ ଦେବା କଥା ଶୁଣିଛନ୍ତି କି ? ବୋଧେ…