ବନ୍ଦ ହୋଇଯାଇଥିବା ପଲିସିକୁ ଚଳାଇବା ପାଇଁ ଏଲ୍ଆଇସି ଦେଲା ଆଉ ଏକ ସୁଯୋଗ, ଅକ୍ଟୋବର ୯ ଭିତରେ ଏମିତି କରିପାରିବେ…
ନୂଆଦିଲ୍ଲୀ : ଯଦି କୈାଣସି କାରଣରୁ ଆପଣଙ୍କ ପଲିସି ବନ୍ଦ ହୋଇଯାଇଛି । ପୁଣି ଥରେ ଏହାକୁ ଆପଣ କରିପାରିବେ କାର୍ଯ୍ୟକ୍ଷମ । ଏପରି ସୁଯୋଗ ଆଣି ଦେଇଛି ଏଲ୍ଆଇସି । ଭାରତୀୟ ଜୀବନ ବୀମା ନିଗମ ବନ୍ଦ ହୋଇଥିବା ପଲିସିକୁ ଚଳାଇବା ପାଇଁ ଦେଇଛି ଏକ ବଡ଼ ସୁଯୋଗ । ପଲିସି ହୋଲ୍ଡରମାନେ ବନ୍ଦ…