Below header
Browsing Tag

lifts lockdown

ସ୍ୱାଭାବିକ ସ୍ଥିତିକୁ ଫେରୁଛି କରୋନାର ଉତ୍ପତ୍ତି ସ୍ଥଳ ଉହାନ ସହର, ୭୬ ଦିନ ପରେ ଆଜି ସେଠାରୁ ଉଠିବ ଲକ୍‌ଡାଉନ୍‌

ଉହାନ: ସ୍ୱାଭାବିକ ସ୍ଥିତିକୁ ଫେରୁଛି କରୋନାର ଉତ୍ପତ୍ତି ସ୍ଥଳ ଉହାନ ସହର । ୭୬ ଦିନ ପରେ ଆଜି ସେଠାରୁ ଉଠିବ ଲକ୍‌ଡାଉନ୍‌ । ମଧ୍ୟରାତ୍ରିରୁ ସମ୍ପୂର୍ଣ୍ଣ ଭାବରେ ଲକ୍‌ଡାଉନ୍‌ରୁ ମୁକୁଳିବ ଉହାନ୍‌ । କରୋନା ଭାଇରସ୍‌ ବ୍ୟାପିବା ପରେ ଜାନୁଆରୀ ୨୩ ତାରିଖରୁ ସେଠାରେ ଲକ୍‌ଡାଉନ୍‌ ଘୋଷଣା…