Browsing Tag

light problem

୭ଦିନ ହେଲା ଅନ୍ଧାରରେ ବାଙ୍କସାହିର ୧ଶହ ପରିବାର

ଚାନ୍ଦବାଲି :  ୭ଦିନ ହେଲା ଅନ୍ଧାରରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରଈପୁର ପଂଚାୟତର ବାଙ୍କସାହି ଗାଁ। ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟକଳାପ ପାଇଁ ପାଖାପାଖି ଶହେ ପରିବାର ୭ଦିନ ହେଲା ଅନ୍ଦାରରେ ଜୀବନ ବିତାଉଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ। ବିଦ୍ୟୁତ ନଥିବାରୁ ବହୁ ହଇରାଣ ହେଉଛନ୍ତି…