Browsing Tag

lip care

ଓଠକୁ କୋମଳ ଏବଂ ଗୋଲାପୀ କରିବା ପାଇଁ ଆପଣାନ୍ତୁ ଏହିସବୁ ଉପାୟ, ଏମିତି ନିଅନ୍ତୁ ଏହାର ଯତ୍ନ

ନାରୀ ସୌନ୍ଦର୍ଯ୍ୟ ଦ୍ୱିଗୁଣିତ କରେ ଓଠ । କିନ୍ତୁ ଉପଯୁକ୍ତ ଯତ୍ନ ଅଭାବରୁ ମହିଳମାଙ୍କ ଓଠ କଳା ପଡିଯାଏ । ଯାହାଦ୍ୱାରା ସେମାଙ୍କ ଆତ୍ମବିଶ୍ୱାସ ଅନ୍ୟ ଆଗରେ କମିଯାଏ । କିନ୍ତୁ ଘରୋ ଉପଚାର ଦ୍ୱାରା ଆପଣ ଏକ ସୁସ୍ଥ ଏବଂ ଗୋଲାପି ଓଠ ପାଇପାରିବେ । - ଲେମ୍ବୁ ଜୁସ୍‌: ଅଧା ଚାମଚ ଲେମ୍ବୁରସ ସହ…