Browsing Tag

little sebayat

ମୁଁ ମହାପ୍ରଭୁଙ୍କର କୁନି ସେବାୟତ, ଶ୍ରୀଜୀଉଙ୍କ ସେବାରେ ମୋ ଜୀବନ ସମର୍ପିତ

ପୁରୀ(କେ ନ୍ୟୁଜ): ମହାପ୍ରଭୁଙ୍କ କୁନି ସେବାୟତ ଗୋପୀବଲ୍ଲଭ ଗୋଛିକାର। ସେବାୟତ ନାରାୟଣ ଗୋଛିକାରଙ୍କ ପୁଅ ଗୋପୀବଲ୍ଲଭ ଏବେ ଶିଖୁଛନ୍ତି ମହାପ୍ରଭୁଙ୍କ ସେବା। ବାପାଙ୍କ ସହ ଗୁଣ୍ଡିଚା ମନ୍ଦିର ତଥା ରଥ ନିକଟକୁ ଆସି ପ୍ରଭୁଙ୍କୁ ପ୍ରଣିପାତ କରୁଛନ୍ତି। ମହାପ୍ରଭୁ କିଭଳି ଠିକ୍‌ ସମୟରେ…

ଶ୍ରୀ ଅଙ୍ଗଙ୍କ ସେବାରେ ଶ୍ରୀଅଙ୍ଗ, କୁନି ବୟସରେ ସାଜିଲେ ମହାପ୍ରଭୁଙ୍କ ସେବାୟତ

 ପୁରୀ(କେ ନ୍ୟୁଜ): ଶ୍ରୀଅଙ୍ଗ ସହ ମିଳନ ହୋଇଛି ଶ୍ରୀଅଙ୍ଗର । ମାତ୍ର ୬ମାସର ଶିଶୁପୁତ୍ର ହେଉଛି ଶ୍ରୀଅଙ୍ଗ। କିନ୍ତୁ ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ଆଜି ସେ ପାଇଛି। କୁନି କୁନି ହାତରେ ସେ ମହାପ୍ରଭୁଙ୍କୁ ପ୍ରଣାମ କରି ରୂପାମୁଦ୍ରା ଭେଟି ଦେଇଛି । ସେହିପରି ଜଗାବଳିଆଙ୍କ ଅଣସର ସେବା…