Browsing Tag

little talent mayank pati

ଜେଜେ ବାପାଙ୍କ ଠାରୁ ସଂସ୍କୃତ ଶ୍ଳୋକ ଶିଖି ଏବେ ଚର୍ଚ୍ଚାରେ ୮ ବର୍ଷର ମୟଙ୍କ, ପାଇଲେ ଆନ୍ତର୍ଜାତୀୟ ପୁରସ୍କାର

ଯାଜପୁର ଟାଉନ(କେନ୍ଯୁଜ୍): ପିଲାଟି ଦିନରୁ ମାଙ୍କଠୁ ଗପ ଶୁଣୁବା ଠାରୁ ଆରମ୍ଭ କରି ଅଭିନୟ କଳାର ଶିକ୍ଷା ନେଇ ଆସୁଥିଲେ । ଏହାସହିତ ଜେଜେ ବାପାଙ୍କ ଠାରୁ ବି ସଂସ୍କୃତ ଶ୍ଳୋକ ଶିକ୍ଷାଲାଭ କରୁଥିଲେ। ହେଲେ ଏହି ଶିକ୍ଷା ବଳରେ ଯେ କୁନି ପିଲାଟି ଏତେ ଆଗକୁ ଚାଲିଯିବ ତାହା କେହି ସ୍ବପ୍ନରେ…