ଲଣ୍ଡନରେ ଟାୟାର-୪ ଲକ୍ଡାଉନ୍ ଘୋଷଣା : ମଧ୍ୟରାତ୍ରରୁ କଟକଣା ଲାଗୁ, ଖ୍ରୀଷ୍ଟ ମାସ ପାଇଁ ଅନୁମତି ବାତିଲ୍
ଲଣ୍ଡନ: ଲଣ୍ଡନରେ ପୁଣି ଲକ୍ଡାଉନ୍ । ଖ୍ରୀଷ୍ଟ ମାସ ପାଇଁ ଅନୁମତି ପ୍ରଦାନକୁ ବାତିଲ କରାଯାଇଛି । ଲଣ୍ଡନ ଏବଂ ଦକ୍ଷିଣ ପୂର୍ବ ଓ ପୂର୍ବ ଲଣ୍ଡନର କିଛି ଅଂଶ ପାଇଁ ଟାୟାର-୪ ଲକ୍ଡାଉନ୍ ଲଗାଯାଇଛି । ଏନେଇ ଘୋଷଣା କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ । କୋଭିଡ୍-୧୯…