Browsing Tag

lockdown marriage

ବାହାଘର ବାହାନା : ଆମ୍ବଲାନ୍ସରେ ଯାଇ କନିଆ ଧରି ଫେରିଲେ ଯୁବକ, ନବଦମ୍ପତି ଏବେ କ୍ୱାରେଣ୍ଟିନ୍‌ରେ

ଲକଡାଉନରେ ବିବାହ କରିବା ଏକ ନୂଆ ଟ୍ରେଣ୍ଡ ହୋଇଗଲାଣି। କିଏ ବଜାରକୁ ପରିବା କିଣିବାକୁ ଯାଇ ଘରକୁ କନିଆଁ ନେଇ ଆସିଲାଣି ତ ଆଉ କିଏ ସାଇକେଲରେ ବସାଇ ନିଜ ନବବଧୂକୁ ଆଣିଲେଣି। ଏଥିରୁ ଜଣା ପଡୁଛି ଆମ ଦେଶରେ 'ଖତରୋଁ କେ ଖିଲାଡିଙ୍କ' ଅଭାବ ନାହିଁ। ଉପରୋକ୍ତ ଖବର ତ ଆପଣ ଶୁଣି ସାରିଛନ୍ତି କିନ୍ତୁ…