Below header
Browsing Tag

login change

ଜାଣିରଖନ୍ତୁ ଗୁଗୁଲ୍ ସହ ଜଡିତ ଏହି ଜରୁରୀ ଅପଡେଟ, ନଚେତ ନଭେମ୍ବର ୯ ରୁ କରିପାରିବେନି ବ୍ୟବହାର

ଗୁଗୁଲ୍ ୟୁଜର୍ସଙ୍କ ପାଇଁ ଆସିଲା ଗୁରୁତ୍ୱ ପୂର୍ଣ୍ଣ ଖବର। ନଭେମ୍ବର ୯ ରୁ, ଆପଣଙ୍କର ଗୁଗୁଲ୍ ଆକାଉଣ୍ଟ୍ ପରିବର୍ତ୍ତନ ହେବାକୁ ଯାଉଛି । ବାସ୍ତବରେ ଗୁଗଲ ଆକାଉଣ୍ଟ ନଭେମ୍ବର ୯ ରୁ ଏକ ବଡ ସୁରକ୍ଷା ଅପଡେଟ୍ ପାଇବାକୁ ଯାଉଛି । ଯେଉଁଥିପାଇଁ ଆପଣଙ୍କର ଗୁଗୁଲ୍ ଆକାଉଣ୍ଟ୍ ପୂର୍ବ ଅପେକ୍ଷା ଅଧିକ…