କେଶକୁ ଜଲଦି ଲମ୍ବା କରିବାକୁ ଚାହୁଁଛନ୍ତି, ତେଲରେ ମିଶାଇ ଲଗାନ୍ତୁ କେବଳ ଏହି ଜିନିଷ
ଲମ୍ବା ଏବଂ ଘନ କେଶ ସମସ୍ତଙ୍କର ଇଚ୍ଛା। କେଶକୁ ଲମ୍ବା କରିବା ପାଇଁ ଆଜିକାଲିର ଯୁବତୀ ବଜାରରେ ମିଳୁଥିବା ଅନେକ ମହଙ୍ଗା ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରୁଛନ୍ତି। ଏହାକୁ ବ୍ୟବହାର କରିବା ଦ୍ୱାରା କେଶ ଝଡିବା ସହିତ ରୁକ୍ଷ ମଧ୍ୟ ହୋଇଯାଏ। କିନ୍ତୁ କେଶକୁ ଲମ୍ବା କରିବାରେ ବେଶ ସହାୟକ…