Below header
Browsing Tag

loot near malgodam

ନିର୍ବାଚନୀ ଯାଞ୍ଚ କହି ବ୍ୟବସାୟୀଙ୍କୁ ଲୁଟିଲେ ଦୁର୍ବୃତ୍ତ, ୨ ଲକ୍ଷ ୭୩ ହଜାର ଟଙ୍କା ଲୁଟିନେଲେ

କଟକ : ନିର୍ବାଚନ ପାଇଁ ଯାଞ୍ଚ ହେଉଛି କହି ଲୁଟିନେଲେ ଦୁର୍ବୃତ୍ତ। ନିଜକୁ ପୋଲିସ ପରିଚୟ ଦେଇ ଲୁଟ କଲେ । ଏ ନେଇ ମାଲଗୋଦାମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ବ୍ୟବସାୟୀ। ମାଲଗୋଦାମକୁ ସଉଦା ପାଇଁ ଆସୁଥିଲେ ବ୍ୟବସାୟୀ। ଓଏମ୍ ପି ଓଭରବ୍ରିଜ ନିକଟରେ…