Browsing Tag

Looter

ରାଜଧାନୀରେ ଥମୁନି ଲୁଟେରା ଆତଙ୍କ, ସୁନା ଦୋକାନ ଆଗରୁ ଝାମ୍ପି ନେଲେ ଗହଣା ଭର୍ତ୍ତି ବ୍ୟାଗ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଥମୁନି ଲୁଟେରା ଆତଙ୍କ । ସୁନା ଦୋକାନ ଆଗରୁ ଗହଣା ଭର୍ତ୍ତି ବ୍ୟାଗ ଝାମ୍ପିନେଲା ଲୁଟେରା । ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏହି ଲୁଟ୍ ହୋଇଛି । ଲୁଟର ଶିକାର ହୋଇଛନ୍ତି ସୁନା ଦୋକାନ ମାଲିକ ମାନସ କୁମାର ସାହୁ । ମିଳିଥିବା ସୂଚନା ଅନୁସାରେ ମାନସ…