ଲଟେରୀ ନାଁରେ ଠକେଇ ଘଟଣାର ପର୍ଦ୍ଦାଫାସ୍: ଅଭିଯୁକ୍ତକୁ ନେପାଳ ବୋର୍ଡରରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି…
ଝାରସୁଗୁଡା : ଲଟେରୀ ନାଁରେ ଠକେଇ ଘଟଣାର ପର୍ଦ୍ଦାଫାସ୍ । ଅଭିଯୁକ୍ତକୁ ନେପାଳ ବୋର୍ଡରରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ଝାରସୁଗୁଡା ପୋଲିସ । ଗିରଫ ଅଭିଯୁକ୍ତ ବିହାରର ନିରଜ କୁମାର । ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଅଧିକ ତଦନ୍ତ କରୁଛି ପୋଲିସ। ଅଭିଯୋଗ…