ପ୍ରଚଣ୍ଡ ଶବ୍ଦରେ ଥରିଲା ସାରା ମୟୂରଭଞ୍ଜ, ୭ ମିନିଟ୍ରେ ହେଲା ୪୪୧୫ ଥର ବଜ୍ରପାତ
ମୟୂରଭଞ୍ଜ : ପ୍ରଚଣ୍ଡ ଶବ୍ଦରେ ଥରିଲା ସାରା ମୟୂରଭଞ୍ଜ । ଗତକାଲି ସନ୍ଧ୍ୟାରେ ୧୨୦ ମିନିଟ୍ ଧରି ଥରହର ହେଲା । ୭ ମିନିଟ୍ରେ ଆଜି ୪୪୧୫ ଥର ବଜ୍ରପାତ ହୋଇଥିବା ଦାମିନି ଆପ୍ ରେକର୍ଡ କରିଥିଲା । ବଜ୍ରପାତର ଶବ୍ଦ ଏତେ ଜୋର୍ ଥିଲା ଯେ ଲୋକେ ଘରେ କବାଟ କିଳି ଦେଇଥିଲେ । ଜିଲ୍ଲା ସଦର ମହକୁମା…