Browsing Tag

love sex dhokha

ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିଦେବାକୁ ଧମକ ଦେଉଛି ଜିମ୍‌ ମାଲିକ, ଏନର୍ଜି ଡ୍ରିଙ୍କସରେ ନିଶା ଦେଇ ଦୁଷ୍କର୍ମ…

କଟକ(କେନ୍ୟୁଜ୍): ଜିମ୍‌ରେ ଦୁଷ୍କର୍ମ!। ପ୍ରୋଟିନ୍‌ ସପ୍ଲିମେଣ୍ଟ ନାଁରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ । କଟକର ଏକ ଜିମ୍‌ ମାଲିକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି । ଲଭ୍‌, ସେକ୍ସ, ଧୋକା, ବିବାହ ପ୍ରତିଶୃତି ପରେ ବ୍ଲାକମେଲ୍‌। ଜିମ୍‌ର ଜଣେ ମାଲିକ ପ୍ରେମ ସମ୍ପର୍କ ରଖି ଯୁବତୀଙ୍କ ନିକଟତର…