Below header
Browsing Tag

low temperature

ରାଜ୍ୟରେ ଖସିବ ରାତି ତାପମାତ୍ରା, ବଢ଼ିବ ଥଣ୍ଡା

(କେନ୍ୟୁଜ): ରାଜ୍ୟରେ ଖସିବ ରାତି ତାପମାତ୍ରା, ବଢ଼ିବ ଥଣ୍ଡା। ୫ ଦିନରେ ୩ ଡିଗ୍ରୀ ଯାଏ ତଳମୁହାଁ ହେବ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିବା ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ…

ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଜନଜୀବନ , ଫୁଲବାଣୀରେ ତାପମାତ୍ରା ସର୍ବନିମ୍ନ

ଫୁଲବାଣୀ(କେନ୍ୟୁଜ୍) : ଜାଡ଼ରେ ଥରୁଛି ଓଡ଼ିଶା । ହାଡ଼ଭଙ୍ଗା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗିବାଡ଼ିରେ ପାରଦ ୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି । ପ୍ରବଳ ଶୀତ…