ରାଜ୍ୟରେ ଖସିବ ରାତି ତାପମାତ୍ରା, ବଢ଼ିବ ଥଣ୍ଡା

ରାଜ୍ୟରେ ଖସିବ ରାତି ତାପମାତ୍ରା, ବଢ଼ିବ ଥଣ୍ଡା। ୫ ଦିନରେ ୩ ଡିଗ୍ରୀ ଯାଏ ତଳମୁହାଁ ହେବ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିବା ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

(କେନ୍ୟୁଜ): ରାଜ୍ୟରେ ଖସିବ ରାତି ତାପମାତ୍ରା, ବଢ଼ିବ ଥଣ୍ଡା। ୫ ଦିନରେ ୩ ଡିଗ୍ରୀ ଯାଏ ତଳମୁହାଁ ହେବ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିବା ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ କମୁଥିବାରୁ ଥଣ୍ଡା ବଢିବ। ଏପଟେ ଦାରିଙ୍ଗବାଡିରେ ଅନୁଭୂତ ହେଲାଣି ପହିଲି ଶୀତ । ହାଲକା ଶୀତ ସାଙ୍ଗକୁ ଘନ କୁହୁଡିରେ ଆଚ୍ଛାଦିତ ହେଉଛି ସମଗ୍ର ଜିଲ୍ଲା । ଫୁଲବାଣୀରେ ତାପମାତ୍ରା ୧୭ ଡିଗ୍ରୀ ରହୁଥିବା ବେଳେ ଦାରିଙ୍ଗବାଡିରେ ୧୬ ଡିଗ୍ରୀ ଭିତରେ ରହୁଛି ତାପମାତ୍ରା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.