Below header
Browsing Tag

lpg hike

ପାର୍ବଣ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼, ବଢ଼ିଲା କମର୍ସିଆଲ LPG ଦର

କେନ୍ୟୁଜ୍(ବ୍ୟୁରୋ): ପାର୍ବଣ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼। ପୁଣି ବଢ଼ିଲା କମର୍ସିଆଲ LPG ଦର। ୧୯ କେଜି ସିଲିଣ୍ଡର ୨୦୯ ଟଙ୍କା ମହଙ୍ଗା ହୋଇଛି। ଆଜିଠାରୁ ନୂଆ ଦର ଲାଗୁ ହୋଇଛି । ନୂଆ ଦର ଲାଗୁ ହେବା ପରେ ଭୁବନେଶ୍ବରରେ କମର୍ସିଆଲ LPG ଦର ୧୬ ଶହ ୭୪ ଟଙ୍କାରେ ପହଞ୍ଚିଛି । ଦିଲ୍ଲୀରେ…