Below header
Browsing Tag

lychee peel

ଲିଚୁ ଖାଆନ୍ତୁ ହେଲେ ଫିଙ୍ଗନ୍ତୁନି ଚୋପା…ଜାଣି ରଖନ୍ତୁ ଲିଚୁ ଚୋପାର ଜବରଦସ୍ତ ଫାଇଦା

ଫଳ ବଜାରରେ ଏବେ ଲିଚୁର ପସରା। ଯେଉଁଠି ଦେଖିବ, ସେଇଠି ଲିଚୁ। ଏହା ଏମିତି ଏକ ଫଳ, ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ଆମେମାନେ ଲିଚୁ ଖାଇବା ପରେ ଏହାର ଚୋପାକୁ ଫିଙ୍ଗି ଦେଇଥାଉ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଲିଚୁ ଚୋପାର ବି ରହିଛି ଅନେକ ଫାଇଦା। ଏଥିରୁ ଆମକୁ ନାନା…