Browsing Tag

madhabananda mallick

ଭଦ୍ରକ ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକଙ୍କ ନାଁରେ ଦୁଇଟି ମାମଲା

ଭଦ୍ରକ(କେନ୍ୟୁଜ୍) : ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକ। ତାଙ୍କ ନାଁରେ ଦୁଇଟି ମାମଲା ରହିଛି। ଗୋଟିଏ ମାମଲା ରହିଛି ବାସୁଦେବପୁର ଜେଏମ୍‌ଏଫସି କୋର୍ଟରେ ଓ ଅନ୍ୟଟି ରହିଛି ବାଲେଶ୍ୱର ସ୍ପେସାଲ ଭିଜିଲାନ୍ସ…