Browsing Tag

magnetic hill of leh ladakh

ଚୁମ୍ବକୀୟ ପାହାଡ଼ ନା ଦୈବୀ ଶକ୍ତି, ଉଠାଣିରେ ଗାଡ଼ି ଗଡୁଛି କେମିତି ? ଲେହ ଲଦାଖର ଏହି ପାର୍ବତ୍ୟାଞ୍ଚଳ ଏବେ ବି ରହସ୍ୟମୟ

ସୃଷ୍ଟିରଏକ ବିରଳ ବୈଚିତ୍ର୍ୟ, ଯେଉଁଠି ଅଟକି ଯାଇଛି ବିଜ୍ଞାନ। କାରଣ,ଏପର୍ଯ୍ୟନ୍ତ କେହିବି ଏହାର ରହସ୍ୟ ଭେଦ କରିପାରି ନାହାନ୍ତି । ଆମେ କହୁଛୁ ସେହି ମ୍ୟାଗନେଟିକ ହିଲ ବା ଚୁମ୍ବକୀୟ ପାହାଡ଼ କଥା । ଶ୍ରୀନଗରରୁ ଲେହ-କାରଗିଲ ରାଜପଥରେ ଗଳା ବେଳେ ଲଦାଖ ନିକଟରେ ରହିଛି ଏହି ମ୍ୟାଗନେଟ୍‌…