Browsing Tag

magura macha truck

ରାସ୍ତା ଘାଟ ସବୁଠି ଡେଇଁଲେ ମାଛ, ଯିଏ ଯାହା ପାଇଲେ ବୋହି ନେଲେ…

କୁଚିଣ୍ଡା(କେ ନ୍ୟୁଜ):  ଯାଆଁଳ ମାଛ ବୋଝେଇ ଟ୍ରକରୁ ଖସିପଡିଲା ମାଛ । ପଲିଥିନ୍‌ ଆଣି ବୋହିନେଲେ ଲୋକେ । ଏପିରିକି କିଏ କିଏ ତ ହାତରେ ଧରି ମାଛ ନେଇଗଲେ । ସମ୍ବଲପୁର ଜମନକିରା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ, କଲିକତା ମେଦିନିପୁରରୁ ସମ୍ବଲପୁର…