Below header
Browsing Tag

mahanaga

ମାହାଙ୍ଗାରେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁର କାରଣ କଣ ? ସ୍କାନରରେ ଗୋକନ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଅନୁପମ…

ମାହାଙ୍ଗା(କେନ୍ୟୁଜ୍): ମାହାଙ୍ଗାରେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁର କାରଣ କଣ ? ବାତ ମାରିବାରୁ ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ରହିଛି । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତନାଘନା ତଦନ୍ତ କରୁଛି ମାହାଙ୍ଗା ଥାନା ପୋଲିସ । ନାବାଳିକାଙ୍କ ପରିବାର ପକ୍ଷରୁ କୌଣସି ଏତଲା ହୋଇନି । କିନ୍ତୁ…

କଟକ: ନେମାଳ ଥାନା ଗୋପିନାଥପୁର ଅଞ୍ଚଳରେ ଲଜ୍ଜା, ୭ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବାର ଆସିଲା ଅଭିଯୋଗ

କଟକ(କେନ୍ୟୁଜ୍):   ଲଜ୍ଜା ପରେ ଲଜ୍ଜା । କଟକ ନେମାଳ ଥାନା ଗୋପିନାଥପୁର ଅଞ୍ଚଳରେ ଜଣେ ୭ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଘରେ ଏକୁଟିଆ ଥିବା ସୁଯୋଗ ନେଇ ଡମ୍ବରୁଧର ବେହେରା ନାମକ  ୫୫ବର୍ଷୀୟ ବ୍ୟକ୍ତି ଏଭଳି କାଣ୍ଡ ଘଟାଇଛି । ଏନେଇ ନାବାଳିକାର ପରିବାର ଲୋକେ ନେମାଳ ଥାନାରେ ଅଭିଯୋଗ…