Browsing Tag

mahanaga

କଟକ: ନେମାଳ ଥାନା ଗୋପିନାଥପୁର ଅଞ୍ଚଳରେ ଲଜ୍ଜା, ୭ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବାର ଆସିଲା ଅଭିଯୋଗ

କଟକ(କେନ୍ୟୁଜ୍):   ଲଜ୍ଜା ପରେ ଲଜ୍ଜା । କଟକ ନେମାଳ ଥାନା ଗୋପିନାଥପୁର ଅଞ୍ଚଳରେ ଜଣେ ୭ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଘରେ ଏକୁଟିଆ ଥିବା ସୁଯୋଗ ନେଇ ଡମ୍ବରୁଧର ବେହେରା ନାମକ  ୫୫ବର୍ଷୀୟ ବ୍ୟକ୍ତି ଏଭଳି କାଣ୍ଡ ଘଟାଇଛି । ଏନେଇ ନାବାଳିକାର ପରିବାର ଲୋକେ ନେମାଳ ଥାନାରେ ଅଭିଯୋଗ…