Below header
Browsing Tag

mahesh babu tested covid positive

କରୋନା କବଳରେ ସାଉଥ ସୁପରଷ୍ଟାର ମହେଶ ବାବୁ, ସୋସିଆଲ ମିଡିଆରେ ଦେଲେ ସୂଚନା

ସାଉଥ ସୁପରଷ୍ଟାର୍‌ ମହେଶ ବାବୁ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଗୁରୁବାର ସୋସିଆଲ୍‌ ମିଡିଆରେ ଏହି ସୂଚନା ଦେଇଛନ୍ତି । ମହେଶ ବାବୁ କହିଛନ୍ତି, ସଂକ୍ରମଣରୁ ସୁରକ୍ଷା ପାଇଁ ସମସ୍ତ ସଚେତନତାକୁ ପାଳନ କରିଥିବା ସତ୍ତ୍ୱେ ମଧ୍ୟ ଭାଇରସ ସଂସ୍ପର୍ଶରେ ଆସିଛି। । ଆଉ ମୋ ଠାରେ ବହୁତ କମ୍‌…